ଶ୍ରମିକମାନଙ୍କ ମଧ୍ୟରୁ ମୁରିବାହାଲ ଖଇରମାଲ ଗାଁର ୨ ଜଣ ଏବଂ ବଙ୍ଗୋମୁଣ୍ଡା ବ୍ଲକ ମାଲିବାହାଲ ଗାଁର ୭ ଜଣ ଶ୍ରମିକ ଅଛନ୍ତି । ଏହିପରି ଘଟଣା ରାଜ୍ୟରେ ବାରମ୍ୱାର ଘଟୁଥିଲେ ବି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଯେଉଁଥିପାଇଁ ଏଭଳି ଘଟଣା ବାରମ୍ୱାର ଦୃଷ୍ଟଗୋଚର ହେଉଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।