କିନ୍ତୁ ସେତେବେଳକୁ ୯ ବଖରା ଘର ଜଳି ପାଉଁଶ ହୋଇଯାଇଥିଲା । ଘରେ ଥିବା ଆସବାବପତ୍ର, କାଗଜପତ୍ର, ଧାନ, ଚାଉଳ ଜଳି ଯାଇଛି । କେଉଁ କାରଣରୁ ନିଆଁ ଲାଗିଥିଲା ଜଣାପଡିନାହିଁ । ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲଲ ହିଆଁଲ ପଞ୍ଚାୟତ କର୍ଲାବାହାଲି ଗାଁରେ ଅଗ୍ନିକାଣ୍ଡ । ଆଜି ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି । ଗାଁ ର ଲଳିତ ମୋହନ ତାଣ୍ଡି, ଭକ୍ତି ତାଣ୍ଡି, ବିଜୟ ବେହେରାଙ୍କ ଘରେ ସକାଳ ପ୍ରାୟ ସାଢ଼େ ୭ଟାରେ ନିଆଁ ଲାଗିଯାଇଥିଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।