ଗତକାଲି ବିଳମ୍ବିତ ରାତିରେ ପରିସ୍ରା ପାଇଁ ଉଠିଥିଲାବେଳେ ଜଣେ ଯୁବକ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ସେଠାରୁ ନାବାଳିକା ଖସି ପଳାଇ ନିଜ ମାଙ୍କୁ ଜଣାଇବା ପରେ ପରିବାର ଲୋକ ପହଞ୍ଚି ଯୁବକଙ୍କୁ କାବୁ କରି ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଥିଲେ । ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।
ପୁଣି ସମ୍ବଲପୁରରେ ଲଜ୍ଜା, ୯ ବର୍ଷର ନାବାଳିକାକୁ ଅସଦାଚରଣ ଅଭିଯୋଗ
ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଅନ୍ୟ ପୁରୁଷକୁ ବିକି ଦେଲା ପ୍ରେମିକ

ଅର୍ଗସ ବ୍ୟୁରୋ: ନବରଙ୍ଗପୁରରେ ପ୍ରେମିକ ସାଜିଲା ଦଲାଲ । ବିବାହର ପ୍ରତିଶୃତି ଦେଇ ପ୍ରଥମେ ଶାରିରୀକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଅନ୍ୟ ପୁରୁଷକୁ ବିକ୍ରି କରିଦେଇଥିବା ଅଭିଯୋଗ । ୭୦ ହଜାର ଟଙ୍କାରେ ଯୁବତୀଙ୍କୁ ବିକି ଦେଲା ଦଲାଲ ପ୍ରେମିକ । ଫେସବୁକରେ ପ୍ରେମ ପରେ ଯୁବତୀଙ୍କୁ ଘରୁ ଉଠାଇନେଇଥିଲା ଗୋଲମୁଣ୍ଡାର ଅମିତ ତାଣ୍ଡି । ପରେ ରାଜ୍ୟ ଓ ରାଜ୍ୟ ବାହାର
Download Argus News App
