ଗତ ମେ ୫ ତାରିଖରେ ବୃଦ୍ଧା ଅନ୍ନପୁର୍ଣ୍ଣା ସଂକ୍ରମିତ ହୋଇଥିଲେ । ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ସେ ପୀଡିତ ଥିବାବେଳେ କରୋନା ସଂକ୍ରମିତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ସମ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସମ୍ କୋଭିଡ୍ ହସ୍ପିଟାଲ୍ର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଆପ୍ରାଣ ଉଦ୍ୟମ, ସେବା, ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବାର ସୂଚନା ମିଳିଛି ।
ଭୟ ମଧ୍ୟରେ ଖୁସି ଖବର, କୋରୋନାକୁ ମାତ୍ ଦେଲେ 98 ବର୍ଷୀୟ ବୃଦ୍ଧା
Download Argus News App
