ଏମିତି କି ଢ଼େଲା ମାଡରେ ଫରେଷ୍ଟ ଗାର୍ଡଙ୍କ ମୁଣ୍ଡ ଫାଟିଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂଘର୍ଷରେ ଉଭୟ ପକ୍ଷର ଶତାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ ଗୁରୁତର ଥିବା ସୂଚନା ମିଳିଛି । ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା କୋଡ଼ିଗାଁ ବନାଞ୍ଚଳର ଘଢ଼ାଧନୁଆ ଗାଁ ନିକଟସ୍ଥ ଜଙ୍ଗଲରେ ୨୭ ଏକର ଜମିକୁ ନେଇ ୬ ଟି ଗାଁ ର ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିଲା ବିବାଦ । ଗଛ ବଡ ହେବା ପରଠାରୁ ଜଙ୍ଗଲ ଅଧିକାରକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । କିନ୍ତୁ ଗତକାଲି ଏହା ଉଗ୍ରରୂପ ନେଇଥିଲା ।
ଜଙ୍ଗଲ ବିବାଦକୁ ନେଇ ଗୋଷ୍ଠି ସଂଘର୍ଷ
କାଗଜ କଲମରେ ଜମିକୁ ଜଳସେଚନ କରି DMF ଟଙ୍କା ଚଳୁ
ଅର୍ଗସ ବ୍ୟୁରୋ : ମହାନଦୀ କୂଳରେ ମହୁଲପାଲି ପ୍ରକଳ୍ପ ପାଇଁ DMFରୁ ଖର୍ଚ୍ଚ ହୋଇଛି ୨୫ କୋଟି ୩୪ ଲକ୍ଷ ୩୮ ହଜାର ଟଙ୍କା। ଏହି ପ୍ରକଳ୍ପ ଦ୍ଵାରା ୨୦୧୯ ଖରିଫରେ ୧୨୦୦ ହେକ୍ଟର ଜମି ଜଳସେଚିତ ହୋଇଛି ବୋଲି ସରକାର ବିଧାନସଭାରେ କହିଛନ୍ତି। ଏଠି ଲାଗିଥିବା ଫଳକରେ ବି ସେଇ ଏକା ତଥ୍ୟ। ଫରକ୍ ଏତିକି ଯେ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ କହିଛନ୍ତି ଏଥିପାଇଁ ଖର୍ଚ୍ଚ ହୋଇଛି ୨
Download Argus News App
