ନାବାଳକ ଜଣଙ୍କ ନିଜ ପରିବାର ସହ ଗତକାଲି ରଘୁନାଥପଲ୍ଲୀ ଥାନା ଗଢିଆଟୋଲା ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଯାଇଥିଲେ।
ଗତକାଲି ସେ ସ୍ଥାନୀୟ କିଛି ସାଙ୍ଗ ମାନଙ୍କ ସହ ଆରଏସପି ର ଖୋଳା ଯାଇଥିବା ଏକ ଖାଦାନ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡି ଯାଇଥିଲେ। ଆଜି ସକାଳୁ ଅଗ୍ନିଶମ ବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...