ଘଟଣାର ପୋଲିସ ଜଣଙ୍କୁ ଅଟକ ରଖିଛି । ଅନ୍ୟ ପକ୍ଷରେ ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି । ଗତ ୧୨ ତାରିଖରେ ଝିଅଟି ସ୍କୁଲରୁ ଆସିଥିବାବେଳେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ୨୫ ତାରିଖରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏପଟେ ଘଟଣା ନେଇ ଏଯାଏ ଚୁପ ରହିଛି ଜିଲ୍ଲା ପ୍ରଶାସନ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ମା’ ହେଲେ ନାବାଳିକା, କେନ୍ଦୁଝରରେ ଜୋର ଧରିଛି ଚର୍ଚ୍ଚା

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚା । ମା’ ହେଲେ ନାବାଳିକା । ଏପରି ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅଂଚଳର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଆଶ୍ରମ ସ୍କୁଲରେ । ୧୫ ବର୍ଷୀୟା ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେବା ପରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଛି । ନବଜାତକ ପ୍ରିମ୍ୟାଚ୍ୟୁଓର ହୋଇଥିବାରୁ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଥ। ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଘଟଣା ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।
Download Argus News App
