ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଯୋଗାଇଦେବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ସ୍କୁଲର ଶିକ୍ଷକମାନେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଶ୍ରୀ କ୍ରୀଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ପ୍ରତିଷ୍ଠା ହେଲା ବକୁଳ ବନ । ପଞ୍ଚସଖାଙ୍କ ସ୍ବପ୍ନ ପୂରଣ କରିବା ଦିଗରେ ଏହା ଆଉ ଏକ ପଦକ୍ଷେପ । ଏହାକୁ ଉନ୍ମୋଚନ କରିଛନ୍ତି ଡକ୍ଟର ପ୍ରସନ୍ନ ପାଟ୍ଟସାଣୀ । କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛୋଟ ଛୋଟ ପିଲାମାନେ ଉପସ୍ଥିତ ଥିଲେ । ସ୍କୁଲ ଚେୟାରମ୍ୟାନ ପବିତ୍ର ରାଉତରାୟ କହିଛନ୍ତି, ସ୍କୁଲକୁ ୧୦ ବର୍ଷ ହେଲାଣି ।
ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଯୋଗାଇଦେବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ସ୍କୁଲର ଶିକ୍ଷକମାନେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।