ଯାହା ରସ୍ମିତାଙ୍କ ମାଆ ଦେଖିଥିଲେ। ହେଲେ ସଙ୍ଗେସଙ୍ଗେ ନର୍ସମାନେ ଆସି ତାଙ୍କ ଷ୍ଟ୍ରେଚରକୁ ଭିତରକୁ ଟାଣି ନେଇଥିଲେ। କିଛି ସମୟ ପରେ ସେମାନେ ଏକ କନ୍ୟା ସନ୍ତାନ ସହିତ ରସ୍ମିତାଙ୍କୁ ବାହାରକୁ ଆଣି ପରିବାର ଲୋକଙ୍କ ହାତକୁ ଦେଇଥିଲେ। ତେବେ ପରିବାର ଲୋକେ ଅଭିଯୋଗ କରିବାରୁ ମେଡିକାଲ କର୍ମଚାରୀ ମାନେ ତାଙ୍କୁ ଓଲଟା ଧମକଚମକ ଦେଇଥିବାର ଅଭିଯୋଗ କରିଛନ୍ତି ରଶ୍ମିତାଙ୍କ ମାଆ।
ଅଧିକ ପଢନ୍ତୁ ଓଡ଼ିଶା ଖବର