ଏହି ଗାଡିଟି କୋରାପୁଟରୁ ମିରଠ ଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲା । ଗାଡିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।
କୋରାପୁଟ ଜୟପୁର ଘାଟିରୁ ଗଞ୍ଜେଇ ଭର୍ତ୍ତି ପଇଡ ଗାଡି ଜବତ
Download Argus News App
