ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
କୂଅରେ ବୁଡି ଶିଶୁ ମୃତ

ଅନୁଗୋଳ : ଅନୁଗୋଳ ଜିଲ୍ଲା ଜରପଡା ଥାନା ଦେଉଳଖମଣ ଗାଁରେ କୂଅରେ ପଡି ୩ବର୍ଷର ଶିଶୁପୁତ୍ର ମୃତ୍ୟୁମୁଖରେ ପଡିଛି । ସୂଚନା ଅନୁସାରେ, ଆଜି ସେହି ଗାଁର ପ୍ରଶ୍ନ ମାହାରଙ୍କ ୩ବର୍ଷର ଶିଶୁ ପୁତ୍ର ଖେଳୁଥିବା ବେଳେ ଘର ପାଖରେ ଥିବା କୂଅରେ ପଡିଯାଇଥିବା ବେଳେ ପରିବାର ଯାଣିପାରି ଉଦ୍ଧାର କରୁଥିବା ସମୟ ବେଳେକୁ ଶିଶୁର ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି ।
Download Argus News App
