ଅଧିକ ପଢନ୍ତୁ: ନାଁକୁ ପାଦ୍ରୀ, ଘରେ ରହିଛି ବିପୁଳ ସମ୍ପତି
କିଛି ଦିନ ହେବ ଉକ୍ତ ଅଞ୍ଚଳରେ କିଛି ଲୋକଙ୍କୁ ପ୍ରଲୋଭିତ କରି ଖ୍ରୀଷ୍ଟିଆନ ଧର୍ମରେ ମିସାଇଦେଇଥିବା ବେଳେ ପୁଣିଥରେ ଗ୍ରାମରେ ପାର୍ଥନା ସଭା କରିବା ସହ ଲୋକଙ୍କୁ ଲୋଭନୀୟ ଅଫର ଦେଇ ଧର୍ମ ପରିବର୍ତ୍ତନ କରିବାକୁ କହୁଥିବା ବେଳେ ଧରି ନେଇଥିଲେ ଗ୍ରାମବାସୀ ଏବଂ ବଜରଙ୍ଗ ଦଳ । ଏହାକୁ ଗ୍ରାମବାସୀ ବିରୋଧ କରିବା ପରେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ଏହି ଖ୍ରୀଷ୍ଟିଆନ ପାଦ୍ରୀ ମାନେ ।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ