ଗମେଇ ନଦୀକୁ ନଯିବା ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ନଦୀ କୂଳରେ ଥିବା ଗାଁ କୁ ଗାଁ ବୁଲି ଲୋକଙ୍କୁ ସଚେତନ କରାଯାଉଛି। ରାଜ୍ୟର ବିିଭନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ କିଛି କିଛି ସ୍ଥାନରେ ପାଣି ଜମି ରହୁଛି। ତେଣୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କୁମ୍ଭୀର ଥିବା ସ୍ଥାନରେ ଲାଗିଲା ନିଷିଦ୍ଧାଞ୍ଚଳ ହୋର୍ଡିଂ। ଗତ କିଛି ଧରି ଗମେଇ ନଦୀର ନନ୍ଦପୁର ଠାରେ ଏକ ବଉଳା କୁମ୍ଭୀର ବୁଲୁଥିବାର ଗ୍ରାମବାସୀ ମାନେ ଦେଖିଥିଲେ । ଫଳରେ ଲୋକମାନେ ଭୟଭୀତ ହେଇପଡିଥିଲେ । ତେବେ ବନବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି । ନନ୍ଦପୁର ଠାରେ କୁମ୍ଭୀର ରହୁଥିବା ସ୍ଥାନରେ ବନବିଭାଗ ତରଫରୁ ନିଷିଧାଞ୍ଚଳ ହୋଡିଂ ଲଗାଯାଇଛି।