ଆଖୁ, କନ୍ଦମୂଳ, ରାଶି, ଛେନା କ୍ଷୀର, ଚିନି ଗୂଡ଼ ଇତ୍ୟାଦିରେ ପ୍ରସ୍ତୁତ ମକର ଚାଉଳ ଜଗନ୍ନାଥଙ୍କ ନିକଟରେ ଲାଗି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ପ୍ରଦାନ କରାଯାଇଛି । ଏହି ମକର ଚାଉଳ ଲକ୍ଷ୍ମୀ ମା ନିଜ ବାପ ଘରୁ ଆଣିଥିଲେ ବୋଲି ବିଶ୍ୱାସ ରହିଛି।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି ଜିଲ୍ଲାର ସମସ୍ତ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲାର ଐତିହାସିକ ଜଗନ୍ନାଥ ମନ୍ଦିରରେ ସକାଳୁ ସକାଳୁ ନୀତିକାନ୍ତି ଅନୁଯାୟୀ ପୂଜାଚର୍ଚ୍ଚନା କରିବା ପରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।