ଏହି ମୁକ୍ତାକାଶ ରଙ୍ଗମଞ୍ଚରେ ନାଟ୍ୟାଭିକ୍ରମେ କଂସଙ୍କୁ ନାରଦ ମହାମୁନି ମୃତ୍ୟୁ ରହସ୍ୟର କାରଣ ପ୍ରକାଶ ଏବଂ କୃଷ୍ଣଙ୍କୁ ମାରିବା ପାଇଁ ପୁତନାକୁ ପ୍ରେରଣ କରାଯାଇଛି। ପ୍ରବଳ ଶିତ ସତ୍ବେ ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧନୁଯାତ୍ରା ମନଭରି ଉପଭୋଗ କରୁଛନ୍ତି। ଆସନ୍ତା ଜାନୁୟାରି ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଧନୁଯାତ୍ରାରେ ମିନା ବଜାର ସମେତ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ଓଡିଶା ଖବର ଆହୁରି ପଢନ୍ତୁ