ତାହା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ରାଜଗାଙ୍ଗପୁର ଫୁଟବଲ ପଡିଆ ସାମ୍ନାରେ ଥିବା ମିଠା ଦୋକାନକୁ ହାତରେ ଏକ ଲାଲ ରଙ୍ଗର ହେଲମେଟ ଧରି ଜଣେ ଗ୍ରାହକ ଦୋକାନକୁ ଆସିଲେ ମିଠା କିଣିଲେ ଏବଂ ମିଠା ଖାଇଲେ।
ମଉକା ଦେଖି ଦୋକାନରେ ରଖାଯାଇ ଥିବା ବ୍ୟବହୃତ ଏଲଇଡି ବଲରୁ ଗୋଟିଏ କୁ ଧରିଥିବା ହେଲମେଟ ଭିତରେ ପୁରେଇ ସେଠାରୁ ଚାଲିଯାଇଥିଲେ। ସନ୍ଧ୍ୟାରେ ଦୋକାନୀ ବଲ ଖୋଜିଲା ବେଳକୁ ବଲ ମିଳି ନଥିଲା।ବଲ କୁଆଡ଼େ ଗଲା ବୋଲି ଦୋକାନର ସିସିଟିଭି ଦେଖିଲା ବେଳକୁ ଏହି ଘଟଣା ସାମନା କୁ ଆସିଥିଲା।
ଓଡିଶା ଖବର ଆହୁରି ପଢ଼ନ୍ତୁ ।