ଅଧିକ ଖବର ପଢ଼ନ୍ତୁ: ଆହତ ଅବସ୍ଥାରେ ଗାଁରୁ ହରିଣ ଉଦ୍ଧାର
ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରେ ଜଙ୍ଗଲ ଲୋପ ପାଉଥିବା ବେଳେ ଏବେ ଜଙ୍ଗଲ ଛାଡି ଜନବସତି ମୁହାଁ ହେଲେଣି ଜଙ୍ଗଳ ବନ୍ୟଜନ୍ତୁ। ଗତକିଛି ଦିନ ମଧ୍ୟରେ ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରେ ଏକାଧିକ ବନ୍ୟଜନ୍ତୁଙ୍କୁ ଶିକାରୀ ମାନେ ଶିକାର କରି ସେମାନଙ୍କ ମାଂସ ବିକ୍ରି କରୁଥିଲେ ମଧ୍ୟ ବନବିଭାଗ ସବୁଜାଣି ଚୁପ୍ ବସୁଥିବା ଅଭିଯୋଗ ହେଉଛି।