ଭକ୍ତଙ୍କ ନାମ ସୌମ୍ୟା ଦାସ। ପାଟ ଅଗଣାର ଦୀପଷ୍ଟାଣ୍ଡ ଦୀପ ଲଗାଇବା ସମୟରେ ହଠାତ୍ ଶାଢିରେ ନିଆଁ ଲାଗିଯାଇଥିଲା। ଯାହାଫଳରେ ସୌମ୍ୟାଙ୍କ ହାତରେ ଗୁରୁତର ଆଘାତ ଲାଗିଛି। ଆହତ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଗଲା
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଦୀପ ଜାଳିବା ସମୟରେ ନିଆଁ ଲାଗି ଜଣେ ଭକ୍ତ ଆହତ

ପୁରୀ: ଶ୍ରୀମନ୍ଦିର ଭିତରେ ଅଘଟଣ । ଦୀପ ଜାଳିବା ସମୟରେ ନିଆଁ ଲାଗି ଜଣେ ଭକ୍ତ ଆହତ। ଭୁବନେଶ୍ୱରରୁ ଆସିଥିବା ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ଦୀପ ନିଆଁ ଲାଗି ଗୁରୁତର l
Download Argus News App
