ଅନ୍ୟପଟେ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବ କହି କଥାକୁ ଏଡାଇ ଯାଇଛନ୍ତି ନରସିଂହପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ। ଏଖବର ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସରକାରୀ ଡାକ୍ତରଙ୍କର କଳା କାରନାମା। ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରି ଫୁଙ୍ଗଳା ଦେହରେ ରୋଗୀ ଦେଖୁଥିବା ବେଳର ଭିଡିଓ ଭାଇରଲ। ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଡ଼ ସିଦ୍ଧାର୍ଥ କାର୍ଯ୍ୟ କରୁଥିବା ବେଳେ ଜଣେ ମହିଳାଙ୍କୁ ଦୁଃବ୍ୟବହାର କରିଛନ୍ତି । ସେହିପରି ନୁଖାପଡା ଗାଁର ଜଣେ ମହିଳା ତାଙ୍କର ମୁଣ୍ଡ ଫାଟିଥିବା ଅବସ୍ଥାରେ ଡାକ୍ତର ପରାମର୍ଶ ନେବାକୁ ଯାଇଥିବା ବେଳେ ଫୁଙ୍ଗଳା ଦେହରେ ବସି ମହିଳାଙ୍କୁ ଦୁଵ୍ୟବହାର କରିଛନ୍ତି ଡାକ୍ତର।
ଅନ୍ୟପଟେ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବ କହି କଥାକୁ ଏଡାଇ ଯାଇଛନ୍ତି ନରସିଂହପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ। ଏଖବର ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: