କାକଟପୁର ଜଳେଶ୍ୱରପଡ଼ାରେ ଭୟାବହ ଅଗ୍ନିକାଣ୍ଡ, 7 ଗାଈ ଜୀବନ୍ତଦଗ୍ଧ

ପୁରୀ : ପୁରୀ କାକଟପୁର ଜଳେଶ୍ୱରପଡ଼ା କରୁଣା ଗାଁରେ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି 7 ଗାଈ ଜୀବନ୍ତଦଗ୍ଧ ଓ 3 ଗାଈ ଗୁରୁତର । ଗ୍ରାମର ମୁରଲୀ ଜେନାଙ୍କ ଗୁହାଳରେ ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଘଟଣା ପ୍ରଘଟ ହେବା ପୂର୍ବରୁ ଗୁହାଳରେ ଥିବା 7ଟି ଗାଇ ଜୀଅନ୍ତା ଜଳିଯାଇଛନ୍ତି । ପରେ ଅଗ୍ନିଶମ ବିଭାଗ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି ।
Download Argus News App
