ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବୋତଲ ସିଲ୍ ଥିଲା, ହେଲେ ଭିତରେ ଭାସୁଥିଲା ମଲା ମାଛି
Download Argus News App

କଟକ: ମୃଦୁ ପାନୀୟରେ ମଲା ମାଛି । କଟକ କଲେଜ ଛକ ଅଞ୍ଚଳରୁ ଜଣେ ବ୍ୟକ୍ତି ଏକ ସୋଢା କିଣିଥିଲେ । ବୋତଲଟି ସିଲ୍ ଥିଲା ହେଲେ ଭିତରେ ଭାସୁଥିଲା ବଡ ମଲା ମାଛି । ଏପରିକି ବୋତଲରେ ନା ଅଛି ଲେବୁଲ, ନା ଅଛି ମ୍ୟାନୁଫ୍ୟାକଚରିଂ କିମ୍ବା ଏକ୍ସପାଏରୀ ତାରିଖ । ଏଭଳି ଘଟଣା ପରେ ସମ୍ପୃକ୍ତ ଯୁବକ ସିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।