ଅଭିଯୁକ୍ତଙ୍କ ନାମ ଲିଙ୍ଗରାଜ ବେହେରା । ବଲାଙ୍ଗୀର ଟିଟିଲାଗଡ଼ ବସଷ୍ଟାଣ୍ଡ ପାର୍କ ନିକଟରୁ ଏହି ଜାଲ ଟଙ୍କା ଜବତ ହୋଇଛି । ପୋଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି। ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏସବୁର ଖୋଳତାଡ କରୁଛି ପୋଲିସ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ବଲାଙ୍ଗୀରରେ ଧରାପଡ଼ିଲା ଜାଲ୍ ନୋଟ କାରବାର । ବହୁ ପରିମାଣର ଜାଲ 5 ଶହ ଟଙ୍କିଆ ନୋଟ ଜବତ ହୋଇଛି । ବ୍ୟାଗରୁ 31 ଲକ୍ଷ 27 ହଜାର 500 ଟଙ୍କାର ଜାଲ ନୋଟ ଜବତ ହେବାସହ ଜାଲ ଟଙ୍କା ଜବତ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି ।