ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଅନ୍ଧାରିଆ ବଣ ଭିତରେ ପିକଅପ୍ ଭ୍ୟାନ ଛାଡ଼ି ଲୁଟେରା ପରେ ଚମ୍ପଟ ମାରିଥିଲେ । ସେଠାରୁ ଗାଡ଼ି, ଗ୍ୟାସ କଟର ମେସିନ, ଗ୍ୟାସ ସିଲିଣ୍ଡର, ଲୁହା ରଡ଼ ଓ ଛୁରୀ ଜବତ୍ କରିଛି ପୋଲିସ୍ । ଅପରାଧୀମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ ।
ଅର୍ଗସ ବ୍ୟୁରୋ : ରାଜଧାନୀରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ । ୭ ଲୁଟେରାଙ୍କ ପଛରେ ୩ ଘଣ୍ଟା ଘୁରିଲା ୭ ପିସିଆର୍ । ଫଳରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ବଣରେ ଫସିଯାଇଥିଲେ ଲୁଟେରା । ଏହି ସମୟରେ ପିଛା କରୁଥିବା ପୋଲିସ ଗାଡି ଉପରକୁ ପଥର ମାଡ଼ ସହ ମାରଣାସ୍ତ୍ର ଫିଙ୍ଗିଥିଲେ ଲୁଟେରା ।