ଜଣେ ଅଜଣା ବ୍ୟକ୍ତି ଆଦିବାସୀ ସାହିରେ ଜଣଙ୍କ ଘରେ ପଶିଥିଲାବେଳେ ଘର ଲୋକ ଚିତ୍କାର କରିଥିଲେ। ପାଟି ଶୁଣି ଗ୍ରାମବାସୀମାନେ ଦୌଡି ଆସିଥିଲେ । ଯୁବକଙ୍କୁ କାବୁ କରି ହାତ, ଗୋଡ ବାନ୍ଧି ଗାଁ ଲୋକ ନିସ୍ତୁକ ମାଡ଼ ମାରିଥିଲେ।
ପିଲା ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼

ବାଲେଶ୍ୱର: ପିଲା ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନ ଖତପଦା ଗାଁରେ ଏହି ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
Download Argus News App
