ଅଧିକ ଦେଖନ୍ତୁ :ବିଧାନସଭାରେ ଥମୁନି ନବ ଝଡ଼
ପ୍ରକୃତରେ ଏହି ଘଟଣା ର ମୁଖ୍ୟ ହତ୍ୟା ଷଡ଼ଯନ୍ତ୍ରକାରୀ କିଏ ଓ ହତ୍ୟା ର କାରଣ କ'ଣ ତାହା ସି.ବି.ଆଇ. ତଦନ୍ତ ହେଲେ ହିଁ ସାମ୍ନା କୁ ଆସିପାରିବ ବୋଲି ସମଗ୍ର ଓଡ଼ିଶା ବାସୀ ଚାହୁଁଛନ୍ତି କିନ୍ତୁ ରାଜ୍ୟ ସରକାର କାହା ସ୍ବାର୍ଥରେ ଏବଂ କ'ଣ ପାଇଁ ଏତେଦିନ ହେଲା ଚୁପ୍ ବସିଛନ୍ତି ତାହା ଲୋକେ ଜାଣିବାକୁ ଚାହୁଁଛନ୍ତି। ଏହାର ଉତ୍ତର ସରକାର ନିଜେ ହିଁ ଦେଇପାରିବେ। ଯେଉଁଭଳି ପୁର୍ବରୁ ହତ୍ୟା କାଣ୍ଡର ପୁରା ରଚନା କରାଯାଇଥିଲା ସେଇଭଳି କ୍ରାଇମବ୍ରାଞ୍ଚ ତଦନ୍ତର ମଧ୍ୟ ପୁରା ଖସଡ଼ା ନିଜେ ସରକାର ପ୍ରସ୍ତୁତ କରାଇଥିବା ଭଳି ଅନୁଭୂତ ହେଉଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ।
ଅଧିକ ପଢନ୍ତୁ :ନବ ହତ୍ୟାକାଣ୍ଡରେ ବିଜୟଙ୍କ ଇଙ୍ଗୀତ ! କିଏ ସେ ଦୁଇ ଅଫିସର ?