ଏହା ପରେ ଆମ୍ବୁଲାନ୍ସକୁ ଉଦ୍ଘାଟନ କରିଥିଲେ। ସଂମାନିତ ଅତିଥି ଭାବେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ,ସର୍ଜରୀ ପ୍ରଫେସର ଗୌରୀ ଶଙ୍କର ଶଢଙ୍ଗୀ,ପେରିଏଡିକ ପ୍ରଫେସର ପିକେ ସାହୁ,ଆଇପିଏଲ ମୁଖ୍ୟ ସଞ୍ଜୀବ ସିଂହା ପ୍ରମୁଖ ଯୋଗ ଦେଇଥିଲେ l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ପାଣିକୋଇଲି ସ୍ଥିତ ଜାତୀୟ ରାଜପଥ କଢ଼ରେ ଖୋଲିଲା ଏକେ ମଲ୍ଟି ସ୍ପେଶାଲିଷ୍ଟ ଓ କାଜୁଆଲିଟି ହସ୍ପିଟାଲ।ଏହି ହସ୍ପିଟାଲରେ ସମସ୍ତ ପ୍ରକାର ଚିକିତ୍ସା ଅସ୍ତଶଲ୍ୟ,ବହୀବିଭାଗ,ଏସ ରାଏ, ଏମ୍ଆରଆଇ,ଡିଜିଟାଲ ଏସ୍ପ ରାଏ, ପାଥୋଲୋଜି ଆମ୍ବୁଲାନ୍ସ ସେବା ଜନିତ ଔଷଧ ଓ ସମସ୍ତ ପ୍ରକାର ସ୍କାନି l ମେସିନ ଉପଲବ୍ଧ ରଖାଯାଇଛି। ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀ ଏମ୍ସର ଜଗା ବଳିଆ ମୁଣ୍ଡ ଅଲଗା କରିଥିବା ସାଫଲ୍ୟ ପ୍ରଫେସର ମୁଖ୍ୟ ଅତିଥି ଭାବେ ଏ ଆଇଆଇ ଏମ୍ସର ପୂର୍ବତନ ଡ଼ାଇରେକ୍ଟର ପ୍ରଫେସର ଅଶୋକ ମହାପାତ୍ର ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍ଘାଟନ କରିଥିଲେ।