ମମତାଙ୍କ ଗୋଡ଼ ପୋଡିଯାଇଥିଲା। ଏହି ସମୟ ରେ ସେ ନିକଟରେ ଉପସ୍ଥିତ ଥିବା ତାଙ୍କ ସମ୍ପର୍କୀୟ ଗଣେଶ ବିଷୋୟୀ ଓ ଲବ ବିଷୋୟୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ଭର୍ତି କରିଥିଲେ। ଏହାପରେ ମମତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।