ଆଗକୁ ଚୈତ୍ର ମାସରେ ଆଦିବାସୀମାନେ ନିଜ ଅସ୍ତ୍ର ପୂଜା କରି ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ଯାଇଥାନ୍ତି । ତେଣୁ ବୋଇ କମଲୁ ନିଜ ବନ୍ଧୁକ ପୂଜା କରିବା ନିମନ୍ତେ ମଞ୍ଜୁଳିଙ୍କ ଘରୁ ବାହାର କରୁଥିଲେ । ବନ୍ଧୁକ କାଢ଼ିବା ସମୟର ଏହିଁ ଅଘଟଣ ଘଟିଥିବା ସୂଚନା ମିଳିଛି । ଏଖବର ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: