ଜିଲ୍ଲା ପ୍ରଶାସନ ଓ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ମିଳିତ ସହଯୋଗରେ ଠିକ ଭାବରେ ନିର୍ବାଚନ ପରିଚାଳନା କରାଯାଉ ବୋଲି ଦାବି ଜଣାଇଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସହ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଆଜି ଏହି ଦାବି ନେଇ ଭେଟିଛନ୍ତି ।