କଲେଜ୍ ରେ ଅଧ୍ୟାପକ ତାଙ୍କୁ ମାଡ ମାରିବା ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ କଲେ ରୁଦ୍ରଙ୍କ ମାଆ । ମଞ୍ଚେଶ୍ୱର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଖବର ପରେ ପରିବାରରେ ଦୁଖର ଛାଇ ଖେଳିଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସିପେଟ କଲେଜରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଆଇଟିଆଇ ଇଲେଟ୍ରିକାଲ ଟ୍ରେଡର ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡିଛି । ଛାତ୍ର ଜଣଙ୍କ କେନ୍ଦୁଝର ଜିଲ୍ଲାର ରୁଦ୍ରମାଧବ ରଣା ବୋଲି ସୂଚନା ମିଳିଛି।
କଲେଜ୍ ରେ ଅଧ୍ୟାପକ ତାଙ୍କୁ ମାଡ ମାରିବା ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ କଲେ ରୁଦ୍ରଙ୍କ ମାଆ । ମଞ୍ଚେଶ୍ୱର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଖବର ପରେ ପରିବାରରେ ଦୁଖର ଛାଇ ଖେଳିଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: