ସେହିଭଳି ଅନୁଗୁଳରୁ ୧୫୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୦୨ଜଣ, ବରଗଡ଼ରୁ ୨୬୨, ଭଦ୍ରକରୁ ୮୭ଜଣ, ବଲାଙ୍ଗୀରରୁ ୧୮୯ଜଣ, ବୌଦ୍ଧରୁ ୩୨ଜଣ, କଟକରୁ ୩୪୩ଜଣ, ଦେଓଗଡ଼ରୁ ୩୯ଜଣ, ଢ଼େଙ୍କାନାଳରୁ ୮ଜଣ, ଗଜପତିରୁ ୭୮ଜଣ, ଗଞ୍ଜାମରୁ ୧୩୪ଜଣ, ଜଗତସିଂହପୁରରୁ ୭୩ଜଣ, ଯାଜପୁରରୁ ୩୨୪ଜଣ, ଝାରସୁଗୁଡ଼ାରୁ ୨୫୪ଜଣ, କଳାହାଣ୍ଡିରୁ ୩୨୧ଜଣ, କନ୍ଧମାଳରୁ ୩୬ଜଣ, କେନ୍ଦ୍ରାପଡ଼ାରୁ ୪୬ଜଣ, କେନ୍ଦୁଝରରୁ ୧୧୮ଜଣ,କୋରାପୁଟରୁ ୭୧ଜଣ, ମାଲକାନଗିରିରୁ ୩୨ଜଣ, ମୟୂରଭଞ୍ଜରୁ ୧୫୮ଜଣ, ନବରଙ୍ଗପୁରରୁ ୩୧୮ଜଣ, ନୟାଗଡ଼ରୁ ୯୯ଜଣ, ପୁରୀରୁ ୧୮୦ଜଣ, ରାୟଗଡ଼ାରୁ ୧୦୪ଜଣ, ସମ୍ବଲପୁରରୁ ୨୮୦ଜଣ, ସୋନପୁରରୁ ୮ଜଣ ଏବଂ ଷ୍ଟେଟ ପୁଲରୁ ୧୭୯ଜଣ ସଂକ୍ରମିତ ରହିଛନ୍ତି।