ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି !
ଜଲିଗଲା ସିମେଣ୍ଟ ବୋଝେଇ ଟ୍ରକ, ଡ୍ରାଇଭର ମୃତ
ବଲାଙ୍ଗିର: ଜଲିଗଲା ସିମେଣ୍ଟ ବୋଝେଇ ଟ୍ରକ। ଘଟଣା ସ୍ଥଳରେ ଡ୍ରାଇଭର୍ ମୃତ । ବିଦ୍ୟୁତ ତାର ଲାଗି ଟ୍ରକରେ ନିଆ ଲାଗିବା ପରେ ଡ୍ରାଇଭର ମଧ୍ୟ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ବରଗଡରୁ ସିମେଣ୍ଟ ଆଣି ତୁଷୁରା ଡାହିମାଲକୁ ଆସୁଥିବା ଟ୍ରକ୍ ବଲାଙ୍ଗୀର ତୁଷୁରା ନିକଟରେ ଅଘଟଣ ଘଟିଛି । ମୃତକ ଡ୍ରାଇଭରର ପରିଚୟ ମିଳିନାହିଁ । ଖବର ପାଇ ଘଟଣା ସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।
Download Argus News App
