ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଚଞ୍ଚଲ ରାଣା,ବଲାଙ୍ଗିର ଏସପି ନିତିନ କୁଶଲକର ଡାଗଡୁ,ସିଆରପିଏଫ କମାଣ୍ଡାଣ୍ଟ ପବନ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାସ୍ତରୀୟ ପରେଡରେ ଅଭିଭାଦନ ଗ୍ରହଣ ପରେ ମୁଖ୍ୟ ଅତିଥିଙ୍କ ଅଭିଷାଷଣ ସମସ୍ତଙ୍କୁ ତାଜୁବ କରିଛି।
ରୋହିତ ପୂଜାରୀ ସାଧାରଣତନ୍ତ୍ର ଦିବସ ବଦଳରେ ୭୪ତମ ସ୍ବାଧିନତା ଦିବସ ବୋଲି କହିଥିଲେ। ମୁଖ୍ୟ ଅତିଥିଙ୍କ ଏହି ଅଭିଭାଷଣର ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଛାତ୍ରଛାତ୍ରୀ ଭୁଲ କହିଲେ ମାର୍କ କି ମାଡ ପଡୁଛି,ମନ୍ତ୍ରୀ ଭୁଲ କହିଲେ କଣ ଦଣ୍ଡ ମିଲିବ ବୋଲି ଚର୍ଚ୍ଚା ହେଉଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।