ଖବର ପାଇ ଘଟଣାସ୍ଥଳରେ ପହଂଚିଲା ପୋଲିସ। ମହିଳାଙ୍କୁ ଉଦ୍ଧାର କରିବା ସହ ପୁରା ଘଟଣା କଣ ରହିଛି ତାହା ତଦନ୍ତ କରୁଛି ପୋଲିସ।
କ୍ୟାପିଟାଲ ହାଇସ୍କୁଲ ସାମ୍ନାରେ ମା'ର ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। କ୍ୟାପିଟାଲ ହାଇସ୍କୁଲ ସାମ୍ନାରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ପୁଅ ମାଟ୍ରିକ ପରୀକ୍ଷା ଦେବାରୁ ବାଂଚିତ ହେବାରୁ ମାର ଆତ୍ମହତ୍ୟା ଉଦ୍ୟମ। ଦାନାଦାର ଧରି ମରିବା ପାଇଁ ପ୍ରୟାସ କରିଛନ୍ତି ମା ।
Download Argus News App
