ଅନ୍ୟ ଜଣେ ଶ୍ରମିକ ରାଜଘାଟର ଶତ୍ରୁଘ୍ନ ମଳିକ ଗୁରୁତର ହୋଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଶ୍ରମିକଙ୍କ ମାଡ଼ରେ ସୁପରଭାଇଜର ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ବାବୁଲା ନାଏକ ଗୁରୁତର ହୋଇଛନ୍ତି ।
ବିଜୁ ସେତୁ ଭୁଶୁଡି ଜଣେ ଶ୍ରମିକ ମୃତ

ମୟୁରଭଞ୍ଜ: ବିଜୁ ସେତୁ ଭୁଶୁଡି ଜଣେ ଶ୍ରମିକ ମୃତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଓରାଚନ୍ଦାବିଲାରେ ପୂର୍ତ୍ତ ବିଭାଗର ନିର୍ମାଣାଧିନ ପୋଲ ଭୁଶୁଡି ପଡିଛି । ଯାହାଫଳରେ ରାସଗୋବିନ୍ଦପୁର ଥାନା ଧାନଶୋଳର ଦୀପକ ସିଂଙ୍କ ମୃତ୍ୟୁ ହୋଇଛି ।
Download Argus News App
