ସେ ବିବାହିତ ତାଙ୍କର ଗୋଟିଏ ୧ବର୍ଷର ଝିଅ ରହିଛି । କୌଣସି କାରଣରୁ ସେ ରହୁଥିବା ଘରେ ଆତ୍ମହତ୍ୟା କରିଥିବା ସୂଚନା ପାଇ କଳିଙ୍ଗା ଗ୍ରାମରୁ ମୃତକଙ୍କ ବଡ଼ ଭାଇ ତାମିଲନାଡୁର ତ୍ରିପୁରମ୍ ବାଦପୂର୍ ଯାଇଥିବା ସୂଚନା ମିଳିଛି । ସେପଟେ ହସ୍ପିଟାଲରେ ଶବକୁ ଜବତ କରି ସେଠାକାର ପୋଲିସ ରଖିଥିବା ସୂଚନା ରହିଥିବା ବେଳେ ଶବକୁ କଳିଙ୍ଗା ଆଣିବା ନିମନ୍ତେ ବ୍ୟବସ୍ଥା କରାଯାଉଛି । ସେଠାରେ ନିଜର ରୁମରେ ଆତ୍ମହତ୍ୟା କରିଥିବା ବେଳେ ଖୋଜୁଛି ଆତ୍ମହତ୍ୟାର ରହସ୍ୟ,କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ଓ କାରଣ କଣ? ତେବେ ଶବ ସେଠାରେ ହିଁ ଶବ ବ୍ୟବଚ୍ଛେଦ କରାଯିବ ଓ ପରିବାରକୁ ଶବ ହସ୍ତାନ୍ତରିତ କରାଯିବ ବୋଲି ସୂଚନା ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର