ସେହିପରି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୁଚିଣ୍ଡା ଏନଏସିର ରାଜଧାନୀ ପଡାର ରାସେଦୁଲ ଇସଲାମ ସେଖଙ୍କୁ ଗଜପତିରୁ ବସ ଯୋଗେ ଆସି ଜହ୍ନ କରାଟ ନାମକ ବ୍ୟକ୍ତି ୧୩କେଜି ୪୦୦ଗ୍ରାମ ଗଞ୍ଜେଇ କାନାଡା ବ୍ୟାଙ୍କ ନିକଟରେ ହସ୍ତାନ୍ତର କରୁଥିବା ବେଳେ ଅବକାରୀ ବିଭାଗ ଚଢ଼ଉ କରିଥିଲା। କୁଚିଣ୍ଡା ଅବକାରୀ ବିଭାଗ ପକ୍ଷରୁ ଏ ନେଇ ପୃଥକ ପୃଥକ ଭାବେ ୨ଟି ମାମଲା ରୁଜୁ କରାଯାଇ ସଂପୃକ୍ତ ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଓଡିଶା ଖବର ଆହୁରି ପଢନ୍ତୁ