ଇସ୍ରୋ ପକ୍ଷରୁ LVM3 ରକେଟର ଉତକ୍ଷେପଣ
ଓଡ଼ିଶାରେ ପଂହଁଚିଲେ ଉତ୍ତର ପୂର୍ବ ଭାରତର ଛାତ୍ର ଛାତ୍ରୀ

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ପଂହଁଚିଲେ ଉତ୍ତର ପୂର୍ବ ଭାରତର ଛାତ୍ର ଛାତ୍ରୀ । ୩ ଦିନିଆ ଭୁବନେଶ୍ଵର ଗସ୍ତରେ ୩୨ ଜଣ ବିଦ୍ୟାର୍ଥୀ ରହିଛନ୍ତି । ଅରୁଣାଚଳ ପ୍ରଦେଶ, ଆସାମ, ମେଘାଲୟ, ମଣିପୁର, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ ୭ ଭଉଣୀ ରାଜ୍ୟର ଅନୁଭୂତି ରଖିଥିବା ବିଦ୍ୟାର୍ଥୀ ଭୁବନେଶ୍ଵର ତଥା ଓଡ଼ିଶାର ଅନୁଭୂତି ସାଉଁଟିବେ । ଏଠାକାର ଖାଦ୍ୟପେୟ, ଭାଷା, ପରମ୍ପରା, ସଂସ୍କୃତି ଓ ଏଇତିହ୍ୟ ବିଷୟରେ ଜାଣିବେ ।
Download Argus News App
