ଅଧିକ ପଢନ୍ତୁ : ଏବିଭିପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
ରାଜ୍ୟରେ ଦିନକୁ ଦିନ ନାବାଳିକା ବିବାହ, ଶିଶୁ ଦାଦନ ଶ୍ରମିକ ସମସ୍ୟା ଓ ପାରିବାରିକ ଆର୍ଥିକ ସମସ୍ୟା ବଢ଼ିବାରେ ଲାଗିଛି । ରାଜ୍ୟ ସରକାର ମିଛ ପ୍ରଚାର କରିକି ବାଃ ବାଃ ନେଉଛନ୍ତି । ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଚିହ୍ନଟ କରି ତାଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଏବିଭିପି ଦାବି କରିଛି ।