ହେଲେ ସରଣ୍ଡାପାଳି ଗ୍ରିଡ଼ ନିକଟରେ କାର ଓ ବାଇକ ମୁହାଁମୁହିଁ ହୋଇଥିଲେ ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ଜଣକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ତଥା ଗୁରୁତର ବ୍ୟକ୍ତିଙ୍କ ପରିଚୟ ଜଣାପଡିନାହିଁ । ତେବେ ଘଟଣା ସ୍ଥଳରେ ବରପାଲି ପୋଲିସ ପହଂଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।
କାର ଓ ବାଇକ ମୁହାଁମୁହିଁ, ଜଣେ ମୃତ ଓ ଦୁଇ ଜଣ ଗୁରୁତର

ଅର୍ଗସ ବ୍ୟୁରୋ : କାର ଓ ବାଇକ ମୁହାଁମୁହିଁ ଧକ୍କା । ବରଗଡ଼ -ସରଣ୍ଡାପାଳି ଗ୍ରୀଡ଼ ସମ୍ମୁଖରେରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା । ଆଜି ସକାଳ ସାତ ଟା ସମୟରେ ବରଗଡ଼ରୁ ଏକ କାର ସରଣ୍ଡାପାଳି ଆଡ଼କୁ ଯାଉଥିଲା ଠିକ ତାର ବିପରୀତ ଦିଗରୁ ବାଇକ ଯୋଗେ ଦୁଇ ସ୍ୱାମୀ ସ୍ତ୍ରୀ ଆସୁଥିଲେ ।
Download Argus News App
