ନୀଳଗିରି ଏନଏସି ପଣ୍ଡା ଅଫିସ ଅଞ୍ଚଳର ତିନି ଜଣ ବାଇକ ଯୋଗେ ସୋର ଅଞ୍ଚଳର ବାଗୁଡିକୁ ଯାଉଥିଲେ। ଏହି ସମୟରେ ନୀଳଗିରି ଥାନା ବାଲିଓରା ଠାରେ ପିକଅଫ ସହିତ ଧକ୍କା ହୋଇଥିଲା। ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।
ପିକଅପ-ବାଇକ ଧକ୍କା; ନାବାଳକ ସମେତ ତିନି ଗୁରୁତର

ଅର୍ଗସ ବ୍ୟୁରୋ: ପିକଅପ-ବାଇକ ଧକ୍କା । ନାବାଳକ ସମେତ ତିନି ଗୁରୁତର। ବାଲେଶ୍ବର ନୀଳଗିରି ପଞ୍ଚଲିଙ୍ଗେଶ୍ବର ରାସ୍ତାର ବାଲିଓରା ଠାରେ ଘଟିଛି ଦୁର୍ଘଟଣା। ସମସ୍ତ ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
Download Argus News App
