ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ଅନୁଧ୍ୟାନ କରୁଛି। ଟ୍ରକ୍ ଚାଳକଙ୍କୁ ସୁରକ୍ଷିତ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଘନକୁହୁଡି କାରଣରୁ ଦୁର୍ଘଟଣା । ରାସ୍ତା କଡକୁ ଓଲଟି ପହିଲା ଟ୍ରକ। କଟକରୁ ଜଗତସିଂହପୁର ଆସୁଥିବା ଗହମ ବୋଝେଇ ଟ୍ରକ ତରିକୁନ୍ଦ ନିକଟରେ ରାସ୍ତା କଡକୁ ଓଲଟି ପଡିଛି। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। କାହାର କିଛି ହୋଇନଥିବାବେଳେ ଟ୍ରକ୍ ଓଲଟି ପଡିବାରୁ ରାସ୍ତା କଡ଼ରେ ପଡି ସବୁ ଗହମ ନଷ୍ଟ ହୋଇ ଯାଇଛି।
ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ଅନୁଧ୍ୟାନ କରୁଛି। ଟ୍ରକ୍ ଚାଳକଙ୍କୁ ସୁରକ୍ଷିତ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।