ବିଳମ୍ବିତ ରାତ୍ରରେ ଦୁର୍ବୁତ୍ତ ମାନେ ଘରର ମୁଖ୍ୟ କବାଟର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନା ଚୋରି କରିଛନ୍ତି l ଘଟଣା ସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ l ପରେ ରାୟଗଡାରୁ ସାଇଣ୍ଟିଫିକ ଟିମ ଓ ଡୋଗ ସ୍କ୍ଵାଡ଼ର ପହଞ୍ଚି ଅଧିକ ତଦନ୍ତ କରିଥିଲେ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।