ଏହା ମଧ୍ୟରେ ପିଣ୍ଟୁ ନନ୍ଦଙ୍କ ପାଇଁ ବିଭିନ୍ନ ଆଡୁ ସହଯୋଗର ହାତ ମଧ୍ୟ ବଢିଛି। ସମସ୍ତେ କିଛି କିଛି ସାହାଯ୍ୟ କରିଥିବା ଦେଖିବାକୁ ମିଳିଛି। ସମସ୍ତଙ୍କୁ ପିଣ୍ଟୁ ନନ୍ଦ ଧନ୍ୟବାଦ ଜଣାଇଛନ୍ତି।
ମନୋରଂଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସେ ବିମାନ ଯୋଗେ ଦିଲ୍ଲୀ ଯାଇଛନ୍ତି। ସେଠାରେ ଆଇଏଲବିଏସ ହସ୍ପିଟାଲରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ। ଯକୃତ ପ୍ରତିରୋପଣ ପରେ 3ମାସ ଯାଏ ସେଠାରେ ତାଙ୍କର ଚିକିତ୍ସା ଚାଲିବ ବୋଲି ସୂଚନା ମିଳିଛି।
ଏହା ମଧ୍ୟରେ ପିଣ୍ଟୁ ନନ୍ଦଙ୍କ ପାଇଁ ବିଭିନ୍ନ ଆଡୁ ସହଯୋଗର ହାତ ମଧ୍ୟ ବଢିଛି। ସମସ୍ତେ କିଛି କିଛି ସାହାଯ୍ୟ କରିଥିବା ଦେଖିବାକୁ ମିଳିଛି। ସମସ୍ତଙ୍କୁ ପିଣ୍ଟୁ ନନ୍ଦ ଧନ୍ୟବାଦ ଜଣାଇଛନ୍ତି।
ମନୋରଂଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ