ଜଙ୍ଗଲ ମନ୍ତ୍ରୀ ଏବଂ ଜଙ୍ଗଲ ବିଭାଗ ସଚିବ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ପ୍ରତିଶୃତି ଦେଇଥିବା କଥା କହିଛନ୍ତି ଛାତ୍ରଛାତ୍ରୀ । ଯଦି ଆଗାମୀ ଦିନରେ ସେମାନଙ୍କ ଦାବି ପୁରଣ ନହୁଏ ସେମାନେ ପୁଣି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।
54 ଦିନ ପରେ ଆନ୍ଦୋଳନରୁ ଓହରିଲେ OUAT ଛାତ୍ରଛାତ୍ରୀ

ଭୁବନେଶ୍ୱର: 54 ଦିନ ପରେ ଆନ୍ଦୋଳନରୁ ଓହରିଲେ OUAT ଛାତ୍ରଛାତ୍ରୀ । 54 ଦିନ ଧରି ପ୍ରଥମେ କ୍ୟାମ୍ପସ ଭିତରେ ପରେ ରାଜରାସ୍ତାରେ ଧାରଣାରେ ବସି ଥିଲେ OUAT ଛାତ୍ରଛାତ୍ରୀ । ରାଜ୍ୟରେ କୋରନା ସ୍ଥିତିକୁ ଦେଖି OUATର ଫରେଷ୍ଟ୍ରୀ ଛାତ୍ରଛାତ୍ରୀମାନେ ଆଜି ଆନ୍ଦୋଳନରୁ ଓହରିଥିବା କଥା କହିଛନ୍ତି ।
ମହାରାଷ୍ଟ୍ରର ଚାଣକ୍ୟ

ଅର୍ଗସ ବ୍ୟୁରୋ : ଭାଙ୍ଗି ଗଲା ଉଦ୍ଧବ ଠାକରେଙ୍କ ମହା ବିକାଶ ଆଘାଡି ସରକାର । ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଧେ । ବିଜେପିର ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ହାତେଇ ପାରନ୍ତି ବୋଲି ହେଉଥିଲା ଚର୍ଚ୍ଚା । କିନ୍ତୁ ନିଜକୁ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ରଖି, ଫଡନାଭିସ ସୁଚେଇ ଦେଲେ ଯେ, ସେ ହେଉଛନ୍ତି ରାଜନୀତିର ପୋଖତ ଖେଳାଳି । ସ
Download Argus News App
