ତରଭୁଜରେ ଓଡିଶାର ପ୍ରତିଷ୍ଠିତ ସାମ୍ବାଦିକଙ୍କ ଛବି ତିଆରି କରିଛନ୍ତି ସପନ ନାୟକ
ବାପାକୁ ହତ୍ୟା ପରେ ମା’କୁ ମରଣାନ୍ତକ ଆକ୍ରମଣ କଲେ ୨ ପୁଅ

ଗଞ୍ଜାମ : ଗଞ୍ଜାମ ପୋଲସରା କଳମ୍ବ ଗାଁରେ ଅଘଟଣ । ବାପାକୁ ହତ୍ୟା ଏବଂ ମା’କୁ ମରଣାନ୍ତକ ଆକ୍ରମଣ କଲେ ୨ ପୁଅ । ଗୁରୁତର ଅବସ୍ଥାରେ ମା’କୁ ପୋଲସରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରଣ ଅସ୍ପଷ୍ଟ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ୨ ପୁଅ ପୋଲସରା ଥାନାରେ ଅଟକ ରହିଛନ୍ତି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।
Download Argus News App
