ସେପଟେ କଲେଜ ଷ୍ଟାଣ୍ଡିଙ୍ଗ କମିଟି ସହ ଆଲୋଚନା କରି ଆକ୍ସନ ନିଆଯିବ କହିଲେ କଲେଜ କର୍ତ୍ତୃପକ୍ଷ । ପୂର୍ବରୁ ମୌଖିକ ଭାବେ କିଛି ଝିଅ ଅଭିଯୋଗ କରିଥିବାବେଳେ ପୁଣି ଅଭିଯୋଗ ହୋଇଛି । ପୂର୍ବର ଅଭିଯୋଗରେ କଲେଜ କମିଟି 10 ଜଣ ଛାତ୍ରଙ୍କୁ ଚିହ୍ନଟ କରି 10 ଦିନ ପାଇଁ କ୍ୟାମ୍ପସରୁ ବହିଷ୍କୃତ କରିଥିଲେ । ପରିବାର ଲୋକ ଏବଂ ଛାତ୍ରଛାତ୍ରୀଙ୍କୁ ଏନେଇ ଜଣା ଯାଇଥିଲା ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।