ଅଧିକ ପଢ଼ନ୍ତୁ: ଏଣିକି ରୋଗୀ ବୋହିବ ଟଙ୍କିକିଆ ଡାକ୍ତରଙ୍କ ଫେବରେଟ୍ କାର
ତେଣୁ ତାଙ୍କୁ ମିଳୁଥିବା କୋଭିଡ ପ୍ରୋତ୍ସାହନ ରାଶିକୁ ଗରିବ ରୋଗୀ ଙ୍କ ଚିକିତ୍ସାପାଇ ଦିଆଯାଉ ବୋଲି ଭିମସାର ଅଧିକ୍ଷକଙ୍କୁ ଦେଇଥିବା ପତ୍ରରେ ଶଙ୍କର ରାମଚନ୍ଦାନୀ ଉଲ୍ଲେଖ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଶଙ୍କର ରାମଚନ୍ଦାନୀଙ୍କ ମହାନତା ଅନେକ ବାର ଦେଖିଛେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
ଆହୁରି ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦନୀ