ଡଙ୍ଗାଟି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଜହ୍ନିକୁଦା ଘାଟରୁ ଜାତ୍ରୀଙ୍କୁ ନେଇ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଡଙ୍ଗାଟି ପ୍ରାୟ ୧ଘଣ୍ଟା ଧରୀ ଚିଲିକା ମଝିରେ ଫସିରହିଥିବା ଜଣାପଡିଛି ।
ଅଧିକ ପଢନ୍ତୁ ଓଡିଶା ଖବର
ଖୋର୍ଦ୍ଧା: ଚିଲିକା ମଝିରେ ଫସି ରହିଛି ଯାତ୍ରୀ ବାହୀ ଡ଼ଙ୍ଗା । ଡ଼ଙ୍ଗାର ମେସିନ ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ମହିଁସା ନିକଟ ଚିଲିକା ମଝିରେ ଫସି ରହିଛି ଯାତ୍ରୀବାହୀ ଡ଼ଙ୍ଗା । ଡ଼ଙ୍ଗା ରେ ୪୦ ରୁ ଉର୍ଦ୍ଧ ଯାତ୍ରୀ ସମେତ ୨୦ ଟି ବାଇକି ରହିଛି ।
ଡଙ୍ଗାଟି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଜହ୍ନିକୁଦା ଘାଟରୁ ଜାତ୍ରୀଙ୍କୁ ନେଇ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଡଙ୍ଗାଟି ପ୍ରାୟ ୧ଘଣ୍ଟା ଧରୀ ଚିଲିକା ମଝିରେ ଫସିରହିଥିବା ଜଣାପଡିଛି ।
ଅଧିକ ପଢନ୍ତୁ ଓଡିଶା ଖବର