ଘଟଣା ସମ୍ପର୍କରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚିବା ସାପଟିକୁ ଉଦ୍ଧାର କରିଛନ୍ତି । ସାପଟି ମାଟିହାଣ୍ଡି ଥୁଆ ହୋଇଥିବା ଏକ ଥାକ ପଛପଟେ ଲୁଚି ରହିଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଜଙ୍ଗଲ ଭିତରେ ସାପଟିକୁ ଛଡ଼ାଯାଇଛି ।
ବ୍ରହ୍ମପୁର: କୁମ୍ଭାର ଶାଳରୁ ଉଦ୍ଧାର ହେଲା ଅହିରାଜ । ଗଞ୍ଜାମ ଖଲିକୋଟ ବେଗୁନିଆପଡା ଅନ୍ତର୍ଗତ ଗୁରୁଝରି ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । ଗ୍ରାମର ବାଇଆ ମୁଦୁଲିଙ୍କ କୁମ୍ଭାର ଶାଳରେ ଏକ ଅହିରାଜ ସାପ ଫସି ରହିଥିଲା ।